କ୍ରୀଡ଼ା

କ୍ରିକେଟରେ ଏମିତି କିଛି ରେକର୍ଡ ଅଛି

କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ତେବେ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ ବ୍ରାଏନ ଲାରା ବିଶ୍ୱାସ କରନ୍ତି ଯେ, ତାଙ୍କ ରେକର୍ଡ ଭାଙ୍ଗିପାରେ।

ଟେଷ୍ଟ ଇନିଂସରେ ୪୦୦ରୁ ଅଧିକ ସ୍କୋର କରିବା କଷ୍ଟସାଧ୍ୟ ହେବାପରେ ତାଙ୍କ ବିବୃତ୍ତି ଆସିଛି। ଲାରା କହିଛନ୍ତି, ଟେଷ୍ଟରେ ତାଙ୍କର ବିଶ୍ୱ ରେକର୍ଡ ଭାଙ୍ଗିପାରିବ। ସେହି ରେକର୍ଡ ବିରାଟ କୋହଲି ନା ରୋହିତ ଶର୍ମା ନୁହେଁ, ଭାରତର ଦକ୍ଷ ଖେଳାଳି ଶୁବମାନ ଗିଲ ଗୋଟିଏ ଟେଷ୍ଟ ଇନିଂସରେ ୪୦୦ରୁ ଅଧିକ ରନ କରିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com