କ୍ରୀଡ଼ା

ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪

ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତେବେ ବର୍ତ୍ତମାନ ସବୁଠୁ ବଡ଼ ଖବର ଜାଣିବାକୁ ମିଳିଛି ଯେ, ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଇପିଏଲରେ ମଧ୍ୟ ଖେଳି ନ ପାରନ୍ତି । କୋହଲିଙ୍କ ଆଇପିଏଲ ଖେଳିବା ନେଇ ଆଶଙ୍କା ଜାହିର କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ।

Related Articles

Back to top button
WP Twitter Auto Publish Powered By : XYZScripts.com