ଜାତୀୟ
ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/VVV.jpg?resize=680%2C400&ssl=1)
ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦେଶ ପ୍ରଥମ ସ୍ଥାନରେ ଅଛନ୍ତି।
ଏହି ପାସପୋର୍ଟ ବିଶ୍ୱର ୨୨୭ଟି ଗନ୍ତବ୍ୟସ୍ଥଳ ମଧ୍ୟରୁ ୧୯୪କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରିଥାଏ। ୟୁରୋପର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଏହି ତାଲିତକାର ପ୍ରଥମ ସ୍ଥନରେ ସାମିଲ ଅଛନ୍ତି। ଜାପାନ ଏବଂ ସିଙ୍ଗାପୁର ପୁଣି ଥରେ ନମ୍ବର-୧ ରହିଛନ୍ତି।