ଜାତୀୟ

ଅଚାନକ ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ଶାନ୍ତ ହେବା ଆରମ୍ଭ କରିଛି

ଅଚାନକ ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ଶାନ୍ତ ହେବା ଆରମ୍ଭ କରିଛି । ଦେଶରେ ସଂକ୍ରମଣ ହାର କମ୍ ହେବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ଶୂନରେ ପହଞ୍ଚିଛି ।

ଫଳରେ ଦେଶବାସୀଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ଦେଶରେ ବୃଦ୍ଧି ପାଉଥିବା JN.1 ଭାଇରସର ଭୟାବହତା ଏବେ ତଳମୁହାଁ ହୋଇଥିବା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୌଣସି ଆକ୍ରାନ୍ତ ପ୍ରାଣ ହରାଇ ନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com