ଓଡ଼ିଶା

ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ

ଆଜି ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଦେଓଗାଁ ବ୍ଲକ ଖଇରଗୁଡ଼ାରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ଆଞ୍ଚଳିକ ଶୁଲିଆ ଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ତିନି ଦିନ ଧରି ଶୁଲିଆ ମହୋତ୍ସବ ଅନୁଷ୍ଠିତ ହେଉଛି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁଲିଆ ପୀଠ ଖଇରଗୁଡ଼ାରେ ଆଦିବାସୀମାନେ ପାରମ୍ପରିକ ପର୍ବ ପାଳନ କରିବେ । ଆଦିବାସୀ ପରମ୍ପରା ଅନୁସାରେ ଯାତ୍ରା ସମୟରେ ବଳି ପଡିବ।

Related Articles

Back to top button
WP Twitter Auto Publish Powered By : XYZScripts.com