Featuredଅନ୍ତର୍ଜାତୀୟ

ଇସ୍ରାଏଲ–ହମାସ ଯୁଦ୍ଧକୁ ଏବେ ୪ର୍ଥ ମାସ ଚାଲିଛି

ଇସ୍ରାଏଲ–ହମାସ ଯୁଦ୍ଧକୁ ଏବେ ୪ର୍ଥ ମାସ ଚାଲିଛି । ଇରାନ ଠାରୁ ଆରମ୍ଭ କରି ଲେବାନନ, ୟେମେନ, ତୁର୍କୀ ଓ ମିଶର ପରି ମୁସଲିମ୍ ଦେଶ ଇସ୍ରାଏଲ ସେନା ଦ୍ୱାରା ଗାଜା ଉପରେ କରାଯାଉଥିବା ଆକ୍ରମଣକୁ ବିରୋଧ କରିଛନ୍ତି ।

କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ବି ମୁସଲିମ୍ ଦେଶ ଇସ୍ରାଏଲର ଗାଜାରେ ନରସଂହାର ବିରୁଦ୍ଧରେ ଅନ୍ତଃରାଷ୍ଟ୍ରୀୟ ଅଦାଲତ(ICJ) ଯାଇନାହାନ୍ତି । କିନ୍ତୁ ଏବେ ଦକ୍ଷିଣ ଆଫ୍ରିକା ଇସ୍ରାଏଲ ବିରୁଦ୍ଧରେ ଅନ୍ତଃରାଷ୍ଟ୍ରୀୟ ଅଦାଲତରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକା ଇସ୍ରାଏଲ ବିରୁଦ୍ଧରେ ICJ ରେ ମୋକଦ୍ଦମା ରୁଜୁ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com