Featuredଓଡ଼ିଶା

ଆହୁରି ୨୪ ଘଣ୍ଟା ଛେଚିବ

ଭୁବନେଶ୍ୱର: ଆହୁରି ୨୪ ଘଣ୍ଟା ଛେଚିବ ବର୍ଷା । ରାଜ୍ୟରେ ଲଘୁଚାପ ବର୍ଷା ଲାଗିରହିଥିବା ବେଳେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିଦେ୍ର୍ଦଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ତେବେ ୨୬ ତାରିଖ ପରେ ବର୍ଷାର ପରିମାଣ କମିବ ବୋଲି ସେ କହିଛନ୍ତି ।

ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ

Related Articles

Back to top button
WP Twitter Auto Publish Powered By : XYZScripts.com