ଅନ୍ତର୍ଜାତୀୟ

ପ୍ରସିଦ୍ଧ ସଂଗୀତକାର ଇଲିୟାରାଜାଙ୍କ ଝିଅ ଭଵତାରିଣୀଙ୍କ ମରଶରୀର ଚେନ୍ନାଇରେ ପହଂଚିଛି

ପ୍ରସିଦ୍ଧ ସଂଗୀତକାର ଇଲିୟାରାଜାଙ୍କ ଝିଅ ଭଵତାରିଣୀଙ୍କ ମରଶରୀର ଚେନ୍ନାଇରେ ପହଂଚିଛି। ଗତକାଲି ଶ୍ରୀଲଙ୍କାରେ ତାଙ୍କର ଦେହାନ୍ତ ହୋଇଥିଲା।

ସେ ୪୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାବେଳେ ସେ କର୍କଟ ରୋଗରେ ପୀଡିତ ହୋଇ ଶ୍ରୀଲଙ୍କାରେ ଚିକିତ୍ସିତ ହେଉଥିଲେ। ଅଭିନେତ୍ରୀ ତଥା ଗାୟିକା ଭଵତାରିଣୀଙ୍କ ଦେହାନ୍ତ ଯୋଗୁଁ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ଖେଳିଯାଇଛି। ସମସ୍ତ ଅଭିନେତା/ଅଭିନେତ୍ରୀମାନେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରୁଛନ୍ତି ।

Related Articles

Back to top button