Featuredଜାତୀୟରାଜନୀତି

ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇ ନୀତୀଶ କୁମାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା

ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇ ନୀତୀଶ କୁମାରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା। ବିଭିନ୍ନ ଦଳର ରାଜନେତା ନୀତୀଶଙ୍କୁ ତୀବ୍ର କଡ଼ା ଆକ୍ଷେପ କରିଛନ୍ତି।

ବିରୋଧୀ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି ବିହାରରେ ଖେଳ ଏବେ ଆରମ୍ଭ ହୋଇଛି। ଆହୁରି ଖେଳ ବାକି ଅଛି। ମୁଁ ଯାହା କୁହେ ତାହା ଲେଖିକି ରଖନ୍ତୁ। ୨୦୨୪ରେ ନୀତୀଶ କୁମାରଙ୍କ ଖେଳ ଖତମ ହୋଇଯିବ। ସେପଟେ ଆରଜେଡି ନେତା ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ଯ ନୀତୀଶ ଇଣ୍ଡିଆ ମେଣ୍ଟ ଛାଡିବା ପରେ ଅନାବଶ୍ଯକ ବୋଲି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com