ଜାତୀୟମନୋରଞ୍ଜନ

ରାଧିକା ଆପ୍‌ତେଙ୍କ ବଡ ଖୁଲାସା, କହିଲେ-କ୍ୟାରିୟର ଆରମ୍ଭରେ ବହୁତ ଚାପରେ ପକାଉଥିଲେ…

ରାଧିକା ଆପ୍‌ତେ ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ମଧ୍ୟରୁ ଜଣେ । ସେ ନିଜ ଅଭିନୟର ବଳରେ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରମାଣିତ କରି ଦେଖାଇଛନ୍ତି । ରାଧିକ ଖୁବ୍‌ ଶୀଘ୍ର ବିକ୍ରାନ୍ତ ମେସିଙ୍କ ସହ  ଫରେନ୍ସିକ୍‌ରେ ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲ୍‌ର ରିଲିଜ୍‌ କରାଯାଛି । ଏହି ସମୟରେ ରାଧିକା ବଲିଉଡ୍‌ର ଡାର୍କ ସିକ୍ରେଟ୍‌କୁ ନେଇ ଖୁଲାସା କରିଛନ୍ତି ।

 

View this post on Instagram

 

A post shared by Radhika (@radhikaofficial)

ନିକଟରେ ଏକ ସାକ୍ଷାତକାରରେ ରାଧିକା ଖୁଲାସା କରିଥିଲେ କି ବଲିଉଡରେ ସ୍ଥାନ ପାଇବା ତାଙ୍କ ପାଇଁ ସହଜ କାମ ନୁହେଁ। ଯେତେବେଳେ ସେ ନୂଆ ଥିଲେ ସେତେବେଳେ ମୋ ଉପରେ ବହୁତ ଚାପ ପଡୁଥିଲା। ନିଜକୁ ସୁନ୍ଦର ଦେଖାଯିବା ପାଇଁ ବହୁତ ଚାପ ପକାଯାଉଥିଲା। କାହିଁକି ନା କ୍ୟାରିୟର ଆରମ୍ଭରୁ ହିଁ ବହତ ସର୍ଜରୀ କରିବାକୁ ପଡିଥିଲା।

ମୋର ବଡ ଶରୀର ଏବଂ ମୁହଁରେ ଅନେକ ପରିବର୍ତ୍ତନ କରିବାକୁ ମୋତେ କୁହାଯାଇଥିଲା । ପ୍ରଥମେ ତାଙ୍କୁ ନାକ ସର୍ଜରୀ ପାଇଁ କୁହାଗଲା ପରେ ଦ୍ବିତୀୟ ମିଟିଂରେ ବ୍ରେଷ୍ଟ ସର୍ଜରୀ କରିବାକୁ କୁହାଯାଇଥିଲା । କେବଳ ଏତିକି ନୁହେଁ, ତା ପରେ ଗାଲରେ, ବୋଟକ୍ସ । ଏସବୁ ପରେ ମୁଁ ମୋ ଶରୀରକୁ ଦେଖିଥିଲି । ବହୁତ କିଛି ପରିବର୍ତ୍ତନ ହୋଇଥିଲା । ଧିରେ ଧିରେ ଶରୀରକୁ ଅଧିକ ଭଲ ପାଇବାକୁ ଆରମ୍ଭ କଲି।

Related Articles

Back to top button
WP Twitter Auto Publish Powered By : XYZScripts.com