ଜାତୀୟ

ଦିଲ୍ଲୀ ସରକାର ଏକ ନୂତନ କେଜ୍‌ରିଓ୍ବାଲ ଶକ୍ତି ନୀତି, ସୌର ନୀତି ୨୦୨୪ ଜାରି କରିଛନ୍ତି

ଦିଲ୍ଲୀ ସରକାର ଏକ ନୂତନ କେଜ୍‌ରିଓ୍ବାଲ ଶକ୍ତି ନୀତି, ସୌର ନୀତି ୨୦୨୪ ଜାରି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୬ ନୀତି ଲାଗୁ ଥିଲା, ଏହା ଦେଶର ସବୁଠାରୁ ପ୍ରଗତିଶୀଳ ନୀତି ଥିଲା।

ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ମାଗଣା, ୪୦୦ ୟୁନିଟ ପର୍ଯ୍ୟନ୍ତ ଅଧା ବିଦ୍ୟୁତ୍‌ ବିଲ ଏବଂ ଏହା ଉପକୁ ସଂପୂର୍ଣ୍ଣ ବିଲ ଚାର୍ଜ ନିଆଯାଉଥିଲା। ନୂତନ ସୋଲାର ନୀତି ଅନୁଯାୟୀ, ଯେଉଁମାନେ ନିଜ ଛାତରେ ସୋଲାର ପ୍ୟାନେଲ ଲଗାଇବେ, ସେମାନେ କେତେ ୟୁନିଟ ବିଦ୍ୟୁତ୍‌ ଖର୍ଚ୍ଚ କଲେ ମଧ୍ୟ ଶୂନ୍ୟ ବିଦ୍ୟୁତ୍‌ ବିଲ ପାଇବେ।

Related Articles

Back to top button
WP Twitter Auto Publish Powered By : XYZScripts.com