ରାଜନୀତି

ପୁଣି ବଢିଲା ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା

ପୁଣି ବଢିଲା ଲାଲୁ ପ୍ରସାଦ ଯାଦବଙ୍କ ସମସ୍ୟା । ସୋମବାର ସେ ପ୍ରବର୍ତ୍ତନ ନିର୍ଦେଶାଳୟର ପାଟନାସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଇଡି ଟିମ୍‌ ତାଙ୍କୁ ପଚରାଉଚରା କରୁଛି।

ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଲାଲୁ ପ୍ରସାଦ ଓ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ଡକାଯାଇଥିଲା। ଲାଲୁଙ୍କୁ ଜାନୁଆରୀ ୨୯ ଏବଂ ତେଜସ୍ୱୀ ଯାଦବଙ୍କୁ ଜାନୁଆରୀ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com