ଓଡ଼ିଶାରାଜନୀତି

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି । ବିଜେପି ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଜୋରଦାର ପ୍ରଚାର ଚଳାଇଛନ୍ତି ।

ହେଲେ ଏତିକିବେଳେ, ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ସରଗରମ ହୋଇଛି ରାଜନୀତି। ଚର୍ଚ୍ଚା ହେଉଛି, ଖୁବଶୀଘ୍ର ସେ ବିଜେଡି ଛାଡିପାରନ୍ତି ଆଉ ବିଜେପିରେ ସାମିଲ ହୋଇପାରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com