ମନୋରଞ୍ଜନ

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସ ଅଭିନୟରୁ ବିରତି ନେଇଛନ୍ତି

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସ ଅଭିନୟରୁ ବିରତି ନେଇଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ‘ବାହୁବଳୀ ୨’ର ସଫଳତାର ୬ବର୍ଷପରେ ପ୍ରଭାସ ‘ସାଲାର ପାର୍ଟ-୧’ରେ ଦମଦାର ଅଭିନୟ କରିଥିଲେ।

ବର୍ତ୍ତମାନ ପ୍ରଶଂସକଙ୍କ ତାଙ୍କ ପରବର୍ତ୍ତୀ ଫିଲ୍ମ ‘କଲକୀ 2898 AD’ ଅପେକ୍ଷା କରିଛନ୍ତି। କିନ୍ତୁ ଏହା ପୂର୍ବରୁ ପ୍ରଭାସ ଇଣ୍ଡଷ୍ଟ୍ରିରୁ ଦୂରରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com