ଅନ୍ତର୍ଜାତୀୟ

ଚୀନ୍ ପୁଣି ତାର ପୁରୁଣା ସ୍ୱରୂପ ଦେଖାଇଛି ଓ ପାକିସ୍ତାନକୁ ସମର୍ଥନ କରିଛି

ଚୀନ୍ ପୁଣି ତାର ପୁରୁଣା ସ୍ୱରୂପ ଦେଖାଇଛି ଓ ପାକିସ୍ତାନକୁ ସମର୍ଥନ କରିଛି । ଦୁଇ ପାକିସ୍ତାନ ଆତଙ୍କବାଦୀଙ୍କ ହତ୍ୟାକୁ ନେଇ ପାକିସ୍ତାନ ଭାରତ ଉପରେ କରିଥିବା ଅଭିଯୋଗକୁ ଚୀନ୍ ସମର୍ଥନ କରିଛି ।

ଚୀନ୍ ଏବେ ପାକିସ୍ତାନର କଥାକୁ ସତ୍ୟ ଭାବରେ ଗ୍ରହଣ କରି କହିଛି ଏହି ଘଟଣାରେ ଆମର ହସ୍ତକ୍ଷେପର ଆବଶ୍ୟକତା ରହିଛି । ଏହି ମାମଲାରେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ତାଙ୍କ ଦେଶ ଆତଙ୍କବାଦ ଉପରେ ହାମଲା କ୍ଷେତ୍ରରେ ଦୁଇ ପ୍ରକାର ନୀତିକୁ ବିରୋଧ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com