ରାଜନୀତି

ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି

ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିଛନ୍ତି। ବୁଧବାର ଏକ ଘଟଣାରେ ରାହୁଲଙ୍କ କାରର ଗ୍ଲାସ ଭାଙ୍ଗିଯାଇଛି।

ଘଟଣାଟି କାଟିହରର ଡିଏସ କଲେଜ ନିକଟରେ ଘଟିଥିଲା। ଉତ୍ସାହୀ ଜନତା ରାହୁଲଙ୍କ କାର ଉପରେ ଚଢିବାକୁ ଚେଷ୍ଟା କରୁଥିଲେ। ଫଳରେ କାରର ପଛ ଗ୍ଲାସ ଭାଙ୍ଗି ଯାଇଥିଲା। ତେବେ ଏହା ପରେ ମଧ୍ୟ ରାହୁଲ ସେହି କାରରେ ଯାତ୍ରା ଜାରି ରଖିଥିଲେ। ‘ଭାରତ ଯୋଡୋ ନୟ’ ଯାତ୍ରା ବୁଧବାର ବିହାରରୁ ପଶ୍ଚିମବଙ୍ଗରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com