ରାଜନୀତି

ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି

ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନଜିତିବା ପାଇଁ ବିଜେପି ବିରୋଧୀ ନେତାମାନଙ୍କୁ ଜେଲରେ ନେଇ ରଖୁଛି । ଗୁରୁବାର ନଦିଆ ଜିଲ୍ଲାର ଶାନ୍ତିପୁରଠାରେ ଆୟୋଜିତ ଏକ ସାଧାରଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଯଦି ତାଙ୍କୁ ଜେଲରେ ରଖାଯାଏ ତେବେ ସେ ଜେଲରୁ ବାହାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com