ଜାତୀୟ

୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାଏଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହୋଇଯାଇଛି

୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାଏଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଯାତ୍ରାରେ କଂଗ୍ରେସର ମୋଟ ୭୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକଥା ଆମେ ନୁହେଁ ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ ହୋଇଥିବା ପାର୍ଟିର ସଦ୍ୟତମ ବାର୍ଷିକ ଅଡିଟ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଟଙ୍କା ୨୦୨୨-୨୩ମଧ୍ୟରେ ପାର୍ଟିର ମୋଟ ପ୍ରଶାସନିକ ଓ ସାମାନ୍ୟ ଖର୍ଚ୍ଚ ଠାରୁ ୩୦ପ୍ରତିଶତ ଅଧିକ ଅଟେ।

Related Articles

Back to top button
WP Twitter Auto Publish Powered By : XYZScripts.com