ଜାତୀୟ

ସ୍କୁଲ ଝିଅଙ୍କୁ କମେଣ୍ଟ ମାରୁଥିବାରୁ ପୁଅକୁ ବିଷ ଦେଇ ମାରିଦେଲା ବାପା

ସ୍କୁଲ ଝିଅଙ୍କୁ କମେଣ୍ଟ ମାରୁଥିବାରୁ ପୁଅକୁ ବିଷ ଦେଇ ମାରିଦେଲା ବାପା। ଅଶ୍ଳୀଳ ଭିଡିଓ ଦେଖିବା ସହ ନାବାଳକ ପୁଅ ସ୍କୁଲ ଝିଅଙ୍କୁ କମେଣ୍ଟ କରୁଥିବା ଘଟଣାକୁ ନେଇ ଏଭଳି ଏକ ଜଘନ୍ଯ କାଣ୍ଡ ଘଟାଇଛି ବାପା।

ପୁଅକୁ ବିଷ ଦେଇ ହତ୍ଯା କରିଛି ବାପା। ମହାରାଷ୍ଟ୍ର ସୋଲାପୁର ଅଞ୍ଚଳର ଏ ଘଟଣା। ଅଭିଯୁକ୍ତ ବିଜୟକୁ ଗିରଫ କରିଛି ପୋଲିସ। ଜାନୁଆରୀ ୧୩ ତାରିଖରେ ପୋଲିସ ଜଣେ ନାବାଳକ ନିକୋଜ ହୋଇଯାଇଥିବା ନେଇ ଖବର ଆସିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com