ଜାତୀୟ

କେନ୍ଦ୍ର ବଜେଟ୍ ୨୦୨୨-୨୩: ହୀରା, କୃଷି ଉପକରଣ, ମୋବାଇଲ୍ ଚାର୍ଜର୍ ହେଲା ଶସ୍ତା

ନୂଆଦିଲ୍ଲୀ() ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଉପକରଣ, ମୋବାଇଲ୍ ଚାର୍ଜର୍, ଚମଡ଼ା ସାମଗ୍ରୀ ଶସ୍ତା ହେବ । ଖାଲି ସେତିକି ନୁହେଁ ଏଣିକି କପଡ଼ା, ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ସାମଗ୍ରୀ ଶସ୍ତା ହେବ । ସେହିପରି ନକଲି ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୪୦୦ ଟଙ୍କା ପ୍ରତି କିଲୋ ରହିବ । କୃଷି ଉପକରଣ ଶସ୍ତା ହେବା ଦ୍ୱାରା କୃଷକଙ୍କୁ ଅନେକ ଫାଇଦା ମିଳିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com