ଓଡ଼ିଶା
ଏକ ନୂଆ ଓ ସଶକ୍ତ ଓଡିଶା ଗଠନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ
![](https://i0.wp.com/odia.mobilenews24x7.com/wp-content/uploads/2024/02/1655843367_22naveen_3c.gif?resize=780%2C470&ssl=1)
ଏକ ନୂଆ ଓ ସଶକ୍ତ ଓଡିଶା ଗଠନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ । ଯେଉଁଥିରେ ଗରିବ ଲୋକ ବି ବଡ ବଡ ସ୍ୱପ୍ନ ଦେଖିପାବେ ଓ ତାକୁ ସାକାର କରିପାରିବେ ।
ଏଥିରେ ଖରିଆରବାସୀ ବି ସାମିଲ ହେବାକୁ ନୂଆପଡା ଜିଲ୍ଲା ବୋଡେନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଆହ୍ବାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଖରିଆରବାସୀଙ୍କ ପାଇଁ ଦିନ ରାତି କାମ କରୁଛନ୍ତି । ଖରିଆରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।