ଓଡ଼ିଶା

ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ କରାଯାଇଥିଲା

ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ କରାଯାଇଥିଲା । ତଥ୍ୟ ଅନୁସାରେ ଗତବର୍ଷ ତୁଳନାରେ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାକୁ ଚଳିତବର୍ଷ ଅଧିକ ପକ୍ଷୀ ଆସିଛନ୍ତି ।

ଗତବର୍ଷ ୧ ଲକ୍ଷ ୩୯ ହଜାର ୯୫୯ ପକ୍ଷୀ ଆସିଥିଲେ । ତେବେ ଚଳିତବର୍ଷ ସଂଖ୍ୟା ବଢ଼ି ୧ ଲକ୍ଷ ୫୧ ହଜାର ୪୨୧ରେ ପହଞ୍ଚିଛି । ଅର୍ଥାତ, ଚଳିତବର୍ଷ ୧୧ ହଜାର ୪୬୨ ପକ୍ଷୀ ଅଧିକ ଆସିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com