ମନୋରଞ୍ଜନ

ସୁପରହିଟ ତେଲୁଗୁ ସିନେମା ‘ହନୁମାନ’

ସୁପରହିଟ ତେଲୁଗୁ ସିନେମା ‘ହନୁମାନ’ରେ ସହକାରୀ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇ ଗୌରବ ଆଣିଛନ୍ତି ରାୟଗଡ଼ା ଜେକେପୁରର ମିଲନ୍ କୁମାର ନାୟକ। ପାରଳାଖେମୁଣ୍ଡିରେ ବିଟେକ ଅଧ୍ୟୟନ କରିବା ପରେ ଚାକିରି ପାଇଁ ଯାଇଥିଲେ ମୁମ୍ବାଇ।

ସେଠାରେ ଏକ ମଲ୍ଟି ନ୍ଯାସନାଲ କମ୍ପାନୀରେ ୩ ବର୍ଷ ଚାକିରି କରିଥିଲେ। ଦୁଇଟି ହିନ୍ଦୀ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ ମିଲନ୍।

Related Articles

Back to top button