ଅନ୍ତର୍ଜାତୀୟ

ଇସ୍ରାଏଲ୍‌-ହମାସ ଯୁଦ୍ଧ ଏବେ ଦୁଇ ଦେଶ ଭିତରେ ସୀମିତ ହୋଇ ରହିନାହିଁ

ଇସ୍ରାଏଲ୍‌-ହମାସ ଯୁଦ୍ଧ ଏବେ ଦୁଇ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ଉଭୟ ପକ୍ଷର ଲଢ଼େଇ ଯୋଗୁ ମଧ୍ୟପ୍ରାଚ୍ୟ ଓ ଆମେରିକା ସମେତ ୟୁରୋପରେ ଉତ୍ତେଜନା ବଢ଼ିବାରେ ଲାଗିଛି।

ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ଲଗାତର ଭାବେ ଲୋହିତ ସାଗରରେ ବିଦେଶୀ ଜାହାଜଗୁଡ଼ିକୁ ଟାର୍ଗେଟ କରୁଥିବା ବେଳେ ସେମାନଙ୍କୁ ନିପାତ କରିବା ପାଇଁ ଆମେରିକା ପଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ କହିଛନ୍ତି।

Related Articles

Back to top button