ଓଡ଼ିଶା

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦିନ ଗୋଟାଏ ସୁଦ୍ଧା ଆଇଆଇଏମ୍ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩ ବର୍ଷ ତଳେ ଆଇଆଇଏମ୍ ନୂଆ କ୍ୟାମ୍ପସର ଭର୍ଚୁଆଲରେ ଶିଳାନ୍ୟାସ କରିଥିଲେ ।

୪ ଶହ କୋଟି ଟଙ୍କା ବ୍ୟୟରେ ଭବ୍ୟ ଭବନ ଉଦଘାଟିତ ହେବ ।ସମ୍ବଲପୁର ରେଳ ଷ୍ଟେସନର ନବୀକରଣର ଶୁଭ ଦିଆଯିବ । NTPCର ଦୁଇଟି ପ୍ରକଳ୍ପର, ୪ଟି ବିଦ୍ୟୁତ ପ୍ରକଳ୍ପ ଓ ଶିଳାନ୍ୟାସ ସହ ବ୍ରାହ୍ମଣୀ ଉପରେ ଦୁଇଟି ପୋଲର ଲୋକାର୍ପଣ ମୋଦି କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related Articles

Back to top button
WP Twitter Auto Publish Powered By : XYZScripts.com