ଜାତୀୟ

ମିଲନ୍ଦ ଦେବଡାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଶିବସେନାର ସିନ୍ଦେ ଗୋଷ୍ଠୀ

ମିଲନ୍ଦ ଦେବଡାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଶିବସେନାର ସିନ୍ଦେ ଗୋଷ୍ଠୀ । ମିଲନ୍ଦ ଆସନ୍ତାକାଲି ଅଥାର୍ତ ଗୁରୁବାର ନାମାଙ୍କନପତ୍ର ଦାଖଲ କରିବେ । ଗତ କିଛି ଦିନ ପୂର୍ବେ ମିଲନ୍ଦ କଂଗ୍ରେସ ଛାଡି ଶିବସେନାର ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିଲେ ।

ଦେବଡା ଆସନ୍ତା ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମୈଦାନକୁ ଛାଡିଛି ସିନ୍ଦେ ଗୋଷ୍ଠୀ । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଅଶୋକ ଚୌହ୍ୱାନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com