ମନୋରଞ୍ଜନ

ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆମେରିକୀୟ ଗାୟକ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଆମେରିକାରେ ରହୁଛନ୍ତି

ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆମେରିକୀୟ ଗାୟକ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଆମେରିକାରେ ରହୁଛନ୍ତି।

ଏହି ଦମ୍ପତି ଏବେ ଲସ୍‌ ଏଞ୍ଜେଲ୍‌ସର ଏକ ବିଳାସମୟ ଘରେ ରହୁଛନ୍ତି। ତାଙ୍କ ସହ ତାଙ୍କ କୁନି କୁନି ଝିଅ ମାଳତୀ ମ୍ୟାରି ଓ ଏକ ଗୃହପାଳିତ ପଶୁ ମଧ୍ୟ ରହୁଛନ୍ତି। ବର୍ତ୍ତମାନ ନିକଟରେ ଏକ ରିପୋର୍ଟ ଆସିଛି ଯେ ପ୍ରିୟଙ୍କା ଓ ନିକ୍‌ ନିଜର ୨୦ ମିଲିୟନ୍‌ ଡଲାର୍‌ ବା ୧୪୯ କୋଟି ଟଙ୍କାର ଘରକୁ ବନ୍ଧକ ରଖିଛନ୍ତି।

Related Articles

Back to top button