ଓଡ଼ିଶାଶିକ୍ଷା

ରାଜ୍ୟ ସରକାରଙ୍କ ମାଧ୍ୟମିକ ସ୍କୁଲମାନଙ୍କରେ ନିଯୁକ୍ତି ପାଇଁ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର

ରାଜ୍ୟ ସରକାରଙ୍କ ମାଧ୍ୟମିକ ସ୍କୁଲମାନଙ୍କରେ ନିଯୁକ୍ତି ପାଇଁ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର ।

ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଦୁଇ ପଦରେ ସିଲେକ୍ଟ ହୋଇଥିବା ପ୍ରାର୍ଥୀମାନେ ଅନଲାଇନରେ ଜିଲ୍ଲା ଓ ସ୍କୁଲ ଚଏସ୍ କରିବେ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ପକ୍ଷରୁ ସୂଚନା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com