ମନୋରଞ୍ଜନ

ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନ ଗତ କିଛି ଦିନ ହେବ ଜଣେ ଯୁବକଙ୍କୁ ମାଡ଼ ମାରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି

ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନ ଗତ କିଛି ଦିନ ହେବ ଜଣେ ଯୁବକଙ୍କୁ ମାଡ଼ ମାରିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଯୁବକ ଜଣଙ୍କୁ ମାଡ଼ ମାରୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ଅନେକ ଲୋକ ସମାଲୋଚନା କରିଥିଲେ।

ଏନେଇ ଏବେ ସଫେଇ ଦେଇ କ୍ଷମା ମାଗିଛନ୍ତି ରାହତ ଫତେହ ଅଲ୍ଲୀ ଖାନ। ସେ କାହିଁକି ତାଙ୍କ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି ଏବଂ କେଉଁ ବୋତଲ୍‌ ବିଷୟରେ ପଚାରୁଛନ୍ତି ତାହା ଗାୟକ ସ୍ପଷ୍ଟ କରିଛନ୍ତି।

Related Articles

Back to top button