ମନୋରଞ୍ଜନ

ଅଭିନେତ୍ରୀ ପୁନମ୍ ମିଥ୍ୟା ଖବର ପ୍ରସାରଣ ପାଇଁ ଜେଲ୍ ଯାଇପାରନ୍ତି

ଅଭିନେତ୍ରୀ ପୁନମ୍ ମିଥ୍ୟା ଖବର ପ୍ରସାରଣ ପାଇଁ ଜେଲ୍ ଯାଇପାରନ୍ତି। ଏହା ସହିତ ତାଙ୍କୁ ଜରିମାନା ମଧ୍ୟ ଲାଗୁ କରାଯାଇପାରେ।

ଆଇଟି ଆକ୍ଟ -୨୦୦୦ ର ଧାରା ୬୭ ଅନୁଯାୟୀ, ଯଦି କେହି ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ତିନି ବର୍ଷ ଜେଲ ହୋଇପାରେ। ଏଥିସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ମଧ୍ୟ ପଡିପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com