Featuredଜାତୀୟ

କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍‌) ବ୍ୟବସାୟୀଙ୍କୁ ନିଜ କାରବାର ସମ୍ବନ୍ଧିତ ଦେଣନେଣ ପେଟିଏମ୍ ପରିବର୍ତ୍ତେ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବାକୁ ପରାମର୍ଶ ଦେଇଛନ୍ତି

କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍‌) ବ୍ୟବସାୟୀଙ୍କୁ ନିଜ କାରବାର ସମ୍ବନ୍ଧିତ ଦେଣନେଣ ପେଟିଏମ୍ ପରିବର୍ତ୍ତେ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ।

ପେଟିଏମ୍ ୱାଲେଟ୍ ଓ ବ୍ୟାଙ୍କ ପରିଚାଳନା ଉପରେ ରିଜର୍ଭ ବ୍ୟାଙ୍କର ଅଙ୍କୁଶ ପରେ କେଟ୍ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । କେଟ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ଅଙ୍କୁଶ ପରେ ସାରା ଦେଶରେ ବ୍ୟବସାୟୀ ନିଜ ନିଜ ଟଙ୍କା ପଇସାର ସୁରକ୍ଷା ପାଇଁ ଅନ୍ୟ ପ୍ଲାଟଫର୍ମର ଉପଯୋଗ କରିବା ଉଚିତ ।

Related Articles

Back to top button
WP Twitter Auto Publish Powered By : XYZScripts.com