ଅନ୍ତର୍ଜାତୀୟ

ଏଲ ସାଲଭାଡୋରର ରାଷ୍ଟ୍ରପତି ନାୟବ ବୁକେଲେ ବିଶ୍ୱ ନିର୍ବାଚନ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛନ୍ତି

ଏଲ ସାଲଭାଡୋରର ରାଷ୍ଟ୍ରପତି ନାୟବ ବୁକେଲେ ବିଶ୍ୱ ନିର୍ବାଚନ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛନ୍ତି । ୪୨ ବର୍ଷୀୟ ବୁକେଲେ ଦ୍ୱିତୀୟ ଥର ପାଇଁ ଏଲ ସାଲଭାଡୋରର ରାଷ୍ଟ୍ରପତି ହୋଇଛନ୍ତି ଏବଂ ତାହା ମଧ୍ୟ ୮୫% ଭୋଟ୍ ପାଇ ହୋଇଛନ୍ତି ।

ତିନି ଦଶନ୍ଧି ଧରି ଅପରାଧ ସହ ସଂଘର୍ଷ କରୁଥିବା କେନ୍ଦ୍ରୀୟ ଆମେରିକୀୟ ଦେଶ ଏଲ ସାଲଭାଡୋରରେ ବୁକେଲେଙ୍କ ସରକାର।

Related Articles

Back to top button
WP Twitter Auto Publish Powered By : XYZScripts.com