ଅନ୍ତର୍ଜାତୀୟଜାତୀୟ

ବିଶ୍ବ ବଜାରରୁ ସବୁଜ ସଙ୍କେତ ପରେ ସୁଧୁରିଲା ସେୟାର ମାର୍କେଟ୍, ସେନସେକ୍ସ ୬୦୦ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ବିଶ୍ବ ବଜାରରୁ ମିଳିଥିବା ମଜଭୁତ ସଙ୍କେତ ଫଳରେ ବୁଧବାର ଦିନ ସେୟାର ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ସବୁଜ ସଙ୍କେତରେ କାରବାର ଆରମ୍ଭ କରିଥିବା ସେନସେକ୍ସ ଏବଂ ନିଫ୍ଟିକୁ ଆରମ୍ଭରୁ ହିଁ ମଜଭୁତ ସ୍ଥିତିରେ ଦେଖିବାକୁ ମିଳିଛି ।

କାରବାର ଆରମ୍ଭରେ ୩୦ ପଏଣ୍ଟ ବିଶିଷ୍ଟ ସେନସେକ୍ସ ୫୯୭.୫୩ ପଏଣ୍ଟ ବୃଦ୍ଧି ହୋଇ ୫୫,୩୬୫.୧୫ ପଏଣ୍ଟରେ ଖୋଲିଛି । ସେହିଭଳି ୫୦ ପଏଣ୍ଟ ବିଶିଷ୍ଟ ନିଫ୍ଟି ୧୬,୫୬୨.୮୦ ପଏଣ୍ଟରେ ଖୋଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com