Breaking NewsFeaturedଅନ୍ତର୍ଜାତୀୟ

ବର୍ନାର୍ଡ ଅରନାଲ୍ଟ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି

ଟେସଲା, ଷ୍ଟାରଲିଙ୍କ ଏବଂ ଏକ୍ସର ମାଲିକ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ହରାଇଛନ୍ତି । ଟେସଲାଙ୍କ ସେୟାରରେ ହ୍ରାସ ଘଟିବା ପରେ ତାଙ୍କ ସଂପତ୍ତି କମିବା ଦେଖାଦେଇଛି ।

ଫ୍ରାନ୍ସର ବାଣିଜ୍ୟ ଏବଂ ଲଗଜରୀ ବ୍ରାଣ୍ଡ ଲୁଇ ବିଟାନର ମାଲିକ ବର୍ନାର୍ଡ ଅରନାଲ୍ଟ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋବର୍ସ ରିୟଲ ଟାଇମ ବିଲିନିୟର୍ସ ଅନୁଯାୟୀ ବର୍ନାର୍ଡ ଅଏନାଲ୍ଟଙ୍କ ନେଟୱର୍ଥ ୨୦୭.୬ ବିଲିୟନ ଡଲାର ପାଖାପାଖି ପହଁଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com