Uncategorized

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ) ମଧ୍ୟ ମାଳଦ୍ବୀପ ଅର୍ଥନୀତିକୁ ନେଇ ନକାରାତ୍ମକ ଟିପ୍ପଣୀ କରିଛି

ମୁଇଜୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସବୁ ବିରୋଧୀ ଦଳ ଏକାଠି ହୋଇଥିବା ବେଳେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ) ମଧ୍ୟ ମାଳଦ୍ବୀପ ଅର୍ଥନୀତିକୁ ନେଇ ନକାରାତ୍ମକ ଟିପ୍ପଣୀ କରିଛି।

ରାଷ୍ଟ୍ରପତି ମୁଇଜୁ ଚୀନ୍‌ ସରକାରଙ୍କ ଠାରୁ ବିପୁଳ ପରିମାଣରେ ଋଣ ଆଣୁଥିବାରୁ ଆଗକୁ ମାଳଦ୍ବୀପ ଅର୍ଥନୀତି ପାଇଁ ଘୋର ବିପଦ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି ବୋଲି ଆଇଏମଏଫ ସତର୍କ କରିଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com