Uncategorized

ସୁନ୍ଦରଗଡ ପ୍ରତିଷ୍ଠା ଦିବସ ଏବଂ ଜିଲ୍ଲା ମହୋତ୍ସବ ଯତରା-୨୦୨୪ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି

ସୁନ୍ଦରଗଡ ପ୍ରତିଷ୍ଠା ଦିବସ ଏବଂ ଜିଲ୍ଲା ମହୋତ୍ସବ ଯତରା-୨୦୨୪ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି । ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲ ଆସି ସରକାରୀ ମହାବିଦ୍ୟାଳୟ ପଡିଆରେ ଏହି ଉତ୍ସବକୁ ଉଦଘାଟନ କରାଯାଇଛି ।

ଏହି ଜିଲ୍ଲା ମହୋତ୍ସବ ଆସନ୍ତା ୫ ତାରିଖ ଯାଏ ଚାଲିବ । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୦୦ ଟି ଷ୍ଟଲରେ ବିଭିନ୍ନ ଜିଲ୍ଲାର ମିଶନ ଶକ୍ତିର ଏସଏଚଜି ଗ୍ରୁପ ମାନଙ୍କର ସାମଗ୍ରୀ ବିକ୍ରୀ ହେବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com