Uncategorized

ବିଶ୍ବକପ ପ୍ଲେଇଙ୍ଗ ୧୧

ଆଇସିସି ପକ୍ଷରୁ ବିଶ୍ବକପ ପ୍ଲେଇଙ୍ଗ ୧୧ ବଛାଯାଇଛି । ସବୁଠାରୁ ବିଡ଼ମ୍ବନା ବିଷୟ ଏହାକି କି, ଚାମ୍ପିୟନ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ ।

ମାତ୍ର ଭାରତୀୟ ଦଳର ୬ ଜଣ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ପାକିସ୍ତାନ ଏବଂ ଇଂଲଣ୍ଡର ମଧ୍ୟ ଜଣେ ମଧ୍ୟ ଖେଳାଳିଙ୍କୁ ଏହି ଏକାଦଶ ଦଳରେ ସ୍ଥାନ ମିଳିନାହିଁ । ଭାରତର ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକଭାବେ ଦଳରେ ସ୍ଥାନ ଦେଇଛି ଆଇସିସି ।

Related Articles

Back to top button
WP Twitter Auto Publish Powered By : XYZScripts.com