ମନୋରଞ୍ଜନ

ହୋମି ଅଦଜାନିଆଙ୍କ ଫିଲ୍ମ ‘କକ୍‌ଟେଲ୍’ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା

ହୋମି ଅଦଜାନିଆଙ୍କ ଫିଲ୍ମ ‘କକ୍‌ଟେଲ୍’ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ୨୦୧୨ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ସେତେବେଳେ ୧୨୫ କୋଟି ଆୟ କରିଥିଲା।

ଏଥିରେ ଲିଡ୍‌ ରୋଲରେ ସୈଫ୍ ଅଲ୍ଲୀ ଖାନ୍‌, ଦୀପିକା ପାଦ୍ୟୁକୋନ୍‌ ଓ ଡାଏନା ପ୍ୟାଣ୍ଟି ଦେଖାଯାଇଥିଲେ। ଏବେ ଏହି ଫିଲ୍ମକୁ ନେଇ ଏକ ଖବର ଆସିଛି। ଏହାର ପାର୍ଟ-୨ ବା ସିକ୍ବେଲ ନିର୍ମାଣ କରାଯିବ। କେବଳ ସେତିକି ନୁହେଁ, ଏଥିରେ ହିରୋଇନ୍‌ମାନଙ୍କୁ ନେଇ ମଧ୍ୟ ଅପଡେଟ୍‌ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com