ଜାତୀୟମନୋରଞ୍ଜନ

ଦେଶର ପ୍ରତିଷ୍ଠିତ ମିଡିଆ ଏବଂ ମନୋରଞ୍ଜନଧର୍ମୀ କମ୍ପାନି ୟଶ ରାଜ ଫିଲ୍ମସ୍ ଏହାର ନୂତନ କାଷ୍ଟିଂ ଆପ୍ ଲଞ୍ଚ କରିଛି

ଦେଶର ପ୍ରତିଷ୍ଠିତ ମିଡିଆ ଏବଂ ମନୋରଞ୍ଜନଧର୍ମୀ କମ୍ପାନି ୟଶ ରାଜ ଫିଲ୍ମସ୍ ଏହାର ନୂତନ କାଷ୍ଟିଂ ଆପ୍ ଲଞ୍ଚ କରିଛି। ଅଭିନୟ ଜଗତରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତିଭାମାନେ ‘ୱାଇଆରଏଫ୍ କାଷ୍ଟିଂ ଆପ୍’ ବ୍ୟବହାର କରି କାଷ୍ଟିଂ ବିଷୟରେ ସୂଚନା ପାଇପାରିବେ।

ଏହି ଆପ୍ ମାଧ୍ୟମରେ ସେମାନେ ସେମାନଙ୍କର ଅଡିସନ ଭିଡିଓ ମଧ୍ୟ ଅପଲୋଡ କରିପାରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com