ଅନ୍ୟାନ୍ୟ

ମୃତ ଶରୀର ସହିତ ଶାରୀରିକ ସମ୍ପର୍କ

ଡେଭିଡ ଫୁଲର ୧୦୦ ରୁ ଅଧିକ ମହିଳା ଏବଂ ବାଳିକାଙ୍କ ଶବ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବାସ୍ତବରେ, ଏହା ଏକ ରୋଗ, ଯେଉଁ କାରଣରୁ ଏଥିରେ ପୀଡିତ ବ୍ୟକ୍ତି ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବାରେ ଆନନ୍ଦ ପାଇଥାଏ |

ଏହି ରୋଗକୁ ‘ନେକ୍ରୋଫିଲିଆ’ କୁହାଯାଏ | ଫୁଲର ‘ନେକ୍ରୋଫିଲିଆ’ରେ ପୀଡିତ ଥିଲେ, ଏହା ୨୦୨୦ରେ ପ୍ରକାଶ ପାଇଥିଲା ଯେତେବେଳେ ପୋଲିସ ଏକ ମାମଲାର ତଦନ୍ତ କରୁଥିଲା । ୧୯୮୭ ରେ ଦୁଇଜଣ ମହିଳାଙ୍କ ହତ୍ୟା ସହ ଏହି ମାମଲା ସମ୍ପୃକ୍ତ ଥିଲା। ବର୍ତ୍ତମାନ ସେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com