ଜାତୀୟ

କେନ୍ଦ୍ର ସରକାର ଆଜି ଉଭୟ ଗୃହରେ ରାମ ମନ୍ଦିର ଉପରେ ଚର୍ଚ୍ଚା କରିବେ

କେନ୍ଦ୍ର ସରକାର ଆଜି ଉଭୟ ଗୃହରେ ରାମ ମନ୍ଦିର ଉପରେ ଚର୍ଚ୍ଚା କରିବେ । ଯେହେତୁ ସଂସଦରେ ସିଧା ରାମ ମନ୍ଦିର ଉପରେ ଚର୍ଚ୍ଚା ହୋଇପାରିବ ନାହିଁ ତେଣୁ ସରକାର ଏଥିପାଇଁ ବିଲ୍ ଆଣିବେ ।

ଉଭୟ ଗୃହର ବିଜେପି ସାଂସଦଙ୍କ ଲାଗି କାଲି ପାଇଁ ଏକ ହ୍ୱିପ୍ ଜାରି କରାଯାଇଛି । ଆଜି ବଜେଟ୍ ଅଧିବେଶନର ଅନ୍ତିମ ଦିବସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଲି ସନ୍ଧ୍ୟା ୫ଟାରେ ସଂସଦ ଗୃହରେ ନିଜର ବିଦାୟୀ ଭାଷଣ ରଖିବେ ଏହା ସହିତ ଲୋକସଭାର କାର୍ଯ୍ୟ ସମାପନ ନେଇ ଘୋଷଣା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com