ଓଡ଼ିଶା

ଘରେ ଟିକେ ବିଜୁଳୀ ଜାଳିବା ପାଇଁ ବର୍ଷ ବର୍ଷ ଧରି ଏ ଅଫିସରୁ ସେ ଅଫିସ, ଆକୁ ତାକୁ ଗୁହାରୀ କରୁଥିଲେ ବି କେହି ଶୁଣୁନଥିଲେ

ଘରେ ଟିକେ ବିଜୁଳୀ ଜାଳିବା ପାଇଁ ବର୍ଷ ବର୍ଷ ଧରି ଏ ଅଫିସରୁ ସେ ଅଫିସ, ଆକୁ ତାକୁ ଗୁହାରୀ କରୁଥିଲେ ବି କେହି ଶୁଣୁନଥିଲେ ।

କିନ୍ତୁ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ ଭାବେ ସୂର୍ଯ୍ୟବଂଶୀ ମୟୂର ବିକାଶ ଦାୟିତ୍ୱ ନେଉ ନେଉ ଏହି ବୃଦ୍ଧ ଦମ୍ପତିଙ୍କ ଦୁଃଖ ଶୁଣିଲେ ଆଉ ମାତ୍ର ୨୪ ଘଣ୍ଟା ଭିତରେ ୮୦ ବର୍ଷର ଅନ୍ଧାରକୁ ଅନ୍ତ କରି ଉଭୟଙ୍କ ଜୀବନରେ ଆଲୋକ ଭରିଦେଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

Related Articles

Back to top button
WP Twitter Auto Publish Powered By : XYZScripts.com