ଓଡ଼ିଶା

ଆର୍ଥିକ ପରିଚାଳନାରେ ପୁଣି ଓଡ଼ିଶାକୁ ସାର୍ଟିଫିକେଟ୍

ଆର୍ଥିକ ପରିଚାଳନାରେ ପୁଣି ଓଡ଼ିଶାକୁ ସାର୍ଟିଫିକେଟ୍ । ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁସାରେ, ଓଡ଼ିଶାର ଋଣଭାର ଲଗାତାର ଭାବେ ହ୍ରାସ ପାଉଛି । କମୁଛି ଆର୍ଥିକ ବୋଝ ।

ଖୋଲା ବଜାରରୁ ଓଡ଼ିଶା ଋଣ ନଉଠାଇ ବିକାଶମୂଳକ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛି । କ୍ରମାଗତ ଭାବେ ଓଡ଼ିଶା ପାଉଛି ରାଜସ୍ବ ବଳକା ରାଜ୍ୟର ମାନ୍ୟତା । ଭଲ ଆର୍ଥିକ ପରିଚାଳନା ଫଳରେ ଓଡ଼ିଶା ନିଜସ୍ବ ସମ୍ବଳରୁ ବହୁ ଯୋଜନା କରୁଛି । ଯାହା କି ବଡ଼ ସଫଳତା ।

Related Articles

Back to top button
WP Twitter Auto Publish Powered By : XYZScripts.com