ଜାତୀୟ

ବିହାରରେ ପୁଣିଥରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ

ବିହାରରେ ପୁଣିଥରେ ଆରମ୍ଭ ହୋଇଯାଇଛି ରାଜନୈତିକ ହଲଚଲ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୧୨ ତାରିଖରେ ଫ୍ଲୋରଟେଷ୍ଟ ଦେବେ। ତେବେ ଏହା ପୂର୍ବରୁ ଉଭୟ ଏନଡିଏ ଏବଂ ଗ୍ରାଣ୍ଡ ଆଲାଇନ୍ସ ନିଜ ନିଜ ବିଧାୟକଙ୍କୁ ଏକଜୁଟ ରଖିବା ପାଇଁ ଉଦ୍ୟମ କରୁଛନ୍ତି।

ଏହାରି ଭିତରେ ଜେଡିୟୁ ପକ୍ଷରୁ କରାଯାଇଥିବା ଏକ ଭୋଜିରୁ ବିଧାୟକମାନେ ଗାଏବ ଥିବା ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com