ଜାତୀୟ

ଥମୁନି ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ଅଡୁଆ

ଥମୁନି ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ଅଡୁଆ। ସିବିଆଇ ପରେ ଏବେ ଇଡି ରାଡାର୍‌ରେ ଓ୍ୱାଙ୍ଖଡେ। ଏନ୍‌ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଓ ଆଇଆର୍‌ଏସ୍‌ ଅଧିକାରୀ ସମିର ଓ୍ୱାଙ୍ଖଡେଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ମାମଲା ରୁଜୁ କରିଛି।

ସିବିଆଇର ଏଫ୍‌ଆଇଆର୍‌ ଆଧାର୍‌ରେ ପିଏମ୍‌ଏଲ୍‌ଏ ଆକ୍ଟ ଅନୁଯାୟୀ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Related Articles

Back to top button