ଜାତୀୟ

ଅଡୁଆରେ କର୍ଣ୍ଣାଟକର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦ୍ଯୁରାପ୍ପା

ଅଡୁଆରେ କର୍ଣ୍ଣାଟକର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦ୍ଯୁରାପ୍ପା। ବେଙ୍ଗାଳୁରୁସ୍ଥିତ ନିଜ ବାସଭବନରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ବିରୋଧରେ ପୋକ୍ସୋ ଆଇନ ଆଧାରରେ ମାମଲା ରୁଜୁ ହୋଇଛି।

୮୧ ବର୍ଷ ବୟସ୍କ ରାଜନେତା ୟେଦ୍ୟୁରାପ୍ପାଙ୍କ ବିରୋଧରେ କରାଯାଇଛି ସଂଗୀନ ଅଭିଯୋଗ।

Related Articles

Back to top button
WP Twitter Auto Publish Powered By : XYZScripts.com