ଜାତୀୟ

ପଞ୍ଜାବ ଲୁଧିଆନାର ସେଣ୍ଟ୍ରାଲ ଜେଲ ଭିତରେ ବିଚାରଧୀନ ଥିବା କଏଦୀଙ୍କ ଜନ୍ମଦିନ ପାଳନ ହୋଇଛି

ପଞ୍ଜାବ ଲୁଧିଆନାର ସେଣ୍ଟ୍ରାଲ ଜେଲ ଭିତରେ ବିଚାରଧୀନ ଥିବା କଏଦୀଙ୍କ ଜନ୍ମଦିନ ପାଳନ ହୋଇଛି ।ଜେଲ ଭିତର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ କଏଦୀମାନେ ହାତରେ ମଦ ଗ୍ଲାସ୍ ଧରି ଚିକେନ୍ ପକୋଡା ଖାଉଥିବାର ଦୃଶ୍ୟ ଦେଖାଯାଉଛି ।

କେବଳ ସେତିକି ନୁହେଁ ଆଜି ମଣି ଭାଇଙ୍କ ଜନ୍ମଦିନ ବୋଲି ଗୀତ ବି ଗାଉଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com