ଓଡ଼ିଶା

ଦିନକ ପରେ କୁମ୍ଭମେଳା

ଦିନକ ପରେ କୁମ୍ଭମେଳା । ସଜେଇ ହେଲାଣି ଖଣ୍ଡଗିରି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ପରିମଳରୁ ପାନୀୟ ଓ ପାର୍କିଂ । ସବୁଠି ବିଏମସିର ବ୍ଯାପକ ବ୍ଯବସ୍ଥା ।

ଖଣ୍ଡଗିରି ମାଘସପ୍ତମୀ ମେଳା ନେଇ ପାହଡର ପାଦଦେଶ ଚାରିଆଡେ ସଫା ସୁତରା । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି । ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି । ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି ।

Related Articles

Back to top button
WP Twitter Auto Publish Powered By : XYZScripts.com