ଓଡ଼ିଶା

ନୂଆ ବର୍ଷ ପୂର୍ବରୁ ଓଡିଶା ପାଇବ ନୂଆ ଡିଜିପି

ନୂଆ ବର୍ଷ ପୂର୍ବରୁ ଓଡିଶା ପାଇବ ନୂଆ ଡିଜିପି । ଡିସେମ୍ବର ୩୧ରେ ଏବେର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟ ସରକାର ୬ ଆଇପିଏସଙ୍କ ନାମ ଡିଜିପି ଭାବେ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ଯେଉଁଥିରେ ମହିଳା ଆଇପିଏସ ବି.ରାଧିକା, ଏ.ଏମ୍. ପ୍ରସାଦ, ୱାଇ ବି ଖୁରାନିଆ, ଏସ ଏମ ନରବାଣେ, ଅରୁଣ ରାୟ, ଅରୁଣ ଷଡଙ୍ଗୀ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି । କିଏ ହେବେ ନୂଆ ଡିଜିପି ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com