ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଉଭୟ ଗୋଆରେ ପରସ୍ପରର ହାତ ଧରିବାକୁ ଯାଉଛନ୍ତି ।

ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଦମ୍ପତି ୨୧ ଫେବୃଆରୀରେ ଗୋଆରେ ବିବାହ କରିବାକୁ ଯାଉଛନ୍ତି। ରକୁଲ ଏବଂ ଜ୍ୟାକିଙ୍କ ବିବାହ ପୂର୍ବରୁ କାର୍ଯ୍ୟସୂଚୀ ବିଷୟରେ ସୂଚନା ପ୍ରକାଶ ପାଇଛି, ମେହେନ୍ଦୀ ୨୦ଫେବୃଆରୀରେ ଅନୁଷ୍ଠିତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com